ଫିଫା ବିଶ୍ୱକପ୍‌: ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ ସ୍ୱର୍ଣ୍ଣ ଟ୍ରଫି ପାଇଁ ଆଜି ଫ୍ରାନ୍ସ-କ୍ରୋଏସିଆ ମଧ୍ୟରେ ଲଢ଼େଇ

ମସ୍କୋ: ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲ ମ୍ୟାଚ୍‌ ପରେ ଚାମ୍ପିଅନ ଟିମ୍‌ର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ। ଆଉ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ। ରୁଷିଆର ରାଜଧାନୀରେ ହେବାକୁ ଥିବା ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଏହି … Continue reading ଫିଫା ବିଶ୍ୱକପ୍‌: ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ ସ୍ୱର୍ଣ୍ଣ ଟ୍ରଫି ପାଇଁ ଆଜି ଫ୍ରାନ୍ସ-କ୍ରୋଏସିଆ ମଧ୍ୟରେ ଲଢ଼େଇ